• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 6th September 2022:ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଧନ ଲାଭ ହେବ

ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୦୬ ତାରିଖ ମଙ୍ଗଳବାର ତିଥି – ୧୦ ମୀ ପ୍ରାତଃ ୦୫/୫୪ ଗତେ ୧୧ ଶୀ ଚନ୍ଦ୍ର – ଧନୁ ରାତ୍ରି ୧୧/୩୭ ଗତେ ମକର ଘାତ ଚନ୍ଦ୍ର- ତୁଳା, କୁମ୍ଭ ରାଶିର ରାତ୍ରି ୧୧/୩୭ ଗତେ ସିଂହ ଘାତ ବାର – ମକର ରାଶିର ପୁଷ୍କର ଦୋଷ – ୧ପାଦ - କୃଷିହାନି- ଭୂମିଦାନ ସନ୍ଧ୍ୟା ୦୬/୦୯ ଗତେ ୨ପାଦ- କୃଷି ଓ ବଂଶହାନି-ଭୂମି ଓ ତିଳକାଞନ ଦାନ ରାତ୍ରି ୦୩/୦୫ ଗତେ ୩ ପାଦ- କୃଷି, ପଶୁ ଓ ବଂଶହାନି-ଭୂମି,ଅନ୍ନ ଓ ତିଳକାଞନ ଦାନ

Gemini

ମିଥୁନ

Tuesday 06 Sep 2022

ମୃଗଶିରା - ଛାତ୍ରଛାତ୍ରି ଗୁରୁଜନଙ୍କ ଠାରୁ ଭଲ ପରାମର୍ଶ ପାଇବେ

ଆଦ୍ରା - ସୁଆଦିଆ ଖାଦ୍ୟ ଭୋଜନ କରିବାର ସୁଯୋଗ ପାଇପାରନ୍ତି

ପୁନର୍ବସୁ - ବେପାର ବୃତିରେ ସଫଳତା ହାସଲ କରିବେ

ପ୍ରତିକାର –ନିଜର ଖାଇବାର କିଛି ଅଂଶ ଗାଇକୁ ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :