• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 6th October 2023: ନୂତନ ଚାକିରିର ସୁଯୋଗ ପାଇପାରନ୍ତି, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି...

ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୦୬ ତାରିଖ, ଶୁକ୍ରବାର ଚନ୍ଦ୍ର –ମିଥୁନ ଅହୋରାତ୍ର  ତିଥି- ୭ ମୀ ପ୍ରାତଃ ୦୬.୩୫ ଗତେ ୮ମୀ  ଘାତ ଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର  ଘାତ ବାର- ବିଛା, ଧନୁ ଓ ମୀନ ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ- ଅନ୍ନ ଦାନ ପ୍ରାତଃ ୦୬.୩୫ ପର୍ଯ୍ୟନ୍ତ ରାତ୍ରି ୦୯.୩୨ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ

Libra

ତୁଳା

Friday 06 Oct 2023

ଚିତ୍ରା- ବାରମ୍ବାର ଚେଷ୍ଟାର ପରିଣାମ ସ୍ୱରୂପ ଆଜି ସାମାନ୍ୟ ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟ ସାଧିତ ହେବ । ଭୁଲ ବୁଝାମଣା ହେତୁ ପାରିବାରିକ କଳହ ଦେଖାଦେଇପାରେ । 
ସ୍ୱାତୀ- ବନ୍ଧୁମାନଙ୍କ ସହ ଆଲୋଚନା କରି ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ କୌଣସି ଯୋଜନା କରିବେ । ହାତକୁ ନେଇଥିବା କାମ ଗୁଡିକ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବାରେ ପ୍ରତିବନ୍ଧକ ରହିବ ନାହିଁ । 
ବିଶାଖା- ଅସାବଧାନତା ହେତୁ ଦ୍ରବ୍ୟ ହାନିର ସୂଚନା ରହିଛି । ଜମିଜମା କାରବାରରେ ନୂତନ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇପାରେ । ନିଜ ଲୋକମାନେ ବିଶ୍ୱାସ ଘାତକତା କରିପାରନ୍ତି ।

ପ୍ରତିକାର – କମଳାଙ୍କର ମୂଳ  ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :