• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 6th October 2023: ନୂତନ ଚାକିରିର ସୁଯୋଗ ପାଇପାରନ୍ତି, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି...

ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୦୬ ତାରିଖ, ଶୁକ୍ରବାର ଚନ୍ଦ୍ର –ମିଥୁନ ଅହୋରାତ୍ର  ତିଥି- ୭ ମୀ ପ୍ରାତଃ ୦୬.୩୫ ଗତେ ୮ମୀ  ଘାତ ଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର  ଘାତ ବାର- ବିଛା, ଧନୁ ଓ ମୀନ ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ- ଅନ୍ନ ଦାନ ପ୍ରାତଃ ୦୬.୩୫ ପର୍ଯ୍ୟନ୍ତ ରାତ୍ରି ୦୯.୩୨ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ

Aquarius

କୁମ୍ଭ

Friday 06 Oct 2023

ଧନିଷ୍ଠା- ନିତିଦିନିଆ କାମ ସହଜରେ ପୁରା ହୋଇଯିବ । ଏଭଳି ବ୍ୟକ୍ତିଙ୍କ ସହ ମିଶିବେ ଯିଏ ଆପଣଙ୍କୁ ନୂଆ କାମରେ ସାହାଯ୍ୟ କରିବେ । କାର୍ଯ୍ୟକ୍ଷେତ୍ରରେ ଧନ ଲାଭର ନୂଆ ଉତ୍ସ ତଲାସ କରିବେ । 
ଶତଭିଷା- ଆପଣ କରିଆସୁଥିବା ଉଦ୍ୟମରେ ସଫଳ ହେବେ । ଜୀବନସାଥୀଙ୍କ ସହଯୋଗରେ ଆଗକୁ ବଢିବାର ସୁଯୋଗ ପାଇବେ । ଅଫିସ କାମ କରିବା ବେଳେ ମନକୁ ବିଭିନ୍ନ ଯୋଜନା ଆସିବ । 
ପୂ,  ଭାଦ୍ରପଦ- ସାମାଜିକ ସଂସ୍ଥାର କାମରେ ସହଯୋଗ କରିବେ । ଧର୍ମ ମାର୍ଗରେ ଧନ ବ୍ୟୟ କରିବେ । ରାଜନୀତିରେ ଲୋକପ୍ରିୟତା ଅର୍ଜନ କରିବେ । 

ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :