• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 6th October 2023: ନୂତନ ଚାକିରିର ସୁଯୋଗ ପାଇପାରନ୍ତି, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି...

ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୦୬ ତାରିଖ, ଶୁକ୍ରବାର ଚନ୍ଦ୍ର –ମିଥୁନ ଅହୋରାତ୍ର  ତିଥି- ୭ ମୀ ପ୍ରାତଃ ୦୬.୩୫ ଗତେ ୮ମୀ  ଘାତ ଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର  ଘାତ ବାର- ବିଛା, ଧନୁ ଓ ମୀନ ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ- ଅନ୍ନ ଦାନ ପ୍ରାତଃ ୦୬.୩୫ ପର୍ଯ୍ୟନ୍ତ ରାତ୍ରି ୦୯.୩୨ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ

Cancer

କର୍କଟ

Friday 06 Oct 2023

ପୁନର୍ବସୁ- ବ୍ୟବସାୟୀଙ୍କ କଠିନ ପରିଶ୍ରମ ସଫଳ ହେବ । ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ । କୌଣସି ଖବର ମନରେ ଅସ୍ଥିରତା ସୃଷ୍ଟି କରିବ । 
ପୁଷ୍ୟା- ଜୀବନସାଥୀଙ୍କ ସହିତ ଭଲ ସମୟ ବିତାଇବେ । ନୂତନ ଚାକିରିର ସୁଯୋଗ ପାଇପାରନ୍ତି । ସାବଧାନ ରୁହନ୍ତୁ ଓ ମୂଲ୍ୟବାନ ସାମଗ୍ରୀକୁ ଯତ୍ନର  ସହିତ ରଖନ୍ତୁ । 
ଅଶ୍ଳେଷା- ଅତ୍ୟଧିକ କାର୍ଯ୍ୟ ବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍ ରହିନପାରେ । ମହିଳାମାନେ ପରିବାରରେ ପୃଷ୍ଟି ସାଧନ ପାଇଁ ପ୍ରୟାସ କରିବେ । ନମ୍ର ସ୍ୱଭାବ ସହ ମୁରବିଙ୍କ ସହିତ କଥାବାର୍ତ୍ତା ହୁଅନ୍ତୁ ।

ପ୍ରତିକାର – ମା ଭୁବନେଶ୍ୱରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :