ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୫ ତାରିଖ ସୋମବାର । ଚନ୍ଦ୍ର – ମୀନ ଅହୋରାତ୍ର, ତିଥି- ୧୩ଶୀ ଅହୋରାତ୍ର, ଘାତ ଚନ୍ଦ୍ର- ମେଷ ଅହୋରାତ୍ର, ଘାତ ବାର – ମିଥୁନ, ପୁଷ୍କର ଦୋଷ – ନାସ୍ତି
ବିଶାଖା – ଦୁର୍ବଳ ଇଚ୍ଛା ଶକ୍ତି ହେତୁ ଆପଣଙ୍କର ମାନସିକ ଅଶାନ୍ତି ଘଟିପାରେ । କର୍ମ ନିଯୁକ୍ତି ଓ ସରକାରୀ ସହୟତା ପ୍ରଭୂତି ପାଇବେ।
ଅନୁରାଧା – ଶିଳ୍ପ କ୍ଷେତ୍ରରେ ଉତ୍ପାଦନ ସୀମିତ ରହିବ । ଅନ୍ୟ ମନସ୍କତା ଓ ଆଘାତପ୍ରାପ୍ତିର ଆଶଙ୍କା ରହିଛି।
ଜ୍ୟେଷ୍ଠା – ଶିକ୍ଷାର୍ଥୀ ମାନେ ବିଦ୍ୟାରେ ସଫଳତା ହାସଲ କରିବେ । ଧନ ସଂମ୍ପତି ବୃଦ୍ଧି ହୋଇପାରେ।
ପ୍ରତିକାର – ନୃସିଂହଙ୍କର ମନ୍ତ୍ର ପାଠ କରନ୍ତୁ ।
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯