/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ରବିବାର । ଚନ୍ଦ୍ର- ଧନୁ ସନ୍ଧ୍ୟା ୦୬.୦୪ ଗତେ ମକର । ତିଥି- ୭ମୀ ସନ୍ଧ୍ୟା ୦୭.୦୧ ଗତେ ୮ମୀ । ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ସନ୍ଧ୍ୟା ୦୬.୦୪ ଗତେ ସିଂହ ରାଶିର । ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୧୧.୪୭ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୭.୦୧ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।
Advertisment
ଶୁଭ ସମୟ-
ପ୍ରାତଃ- ୦୫.୨୮ ରୁ ୦୯.୪୦
ଦିବା- ୦୧.୧୯ ରୁ ୦୧.୫୧
ସନ୍ଧ୍ୟା- ୦୬.୪୮ ରୁ ୦୯.୦୫
ରାତ୍ରି- ୧୨.୦୮ ରୁ ୦୧.୧୧
ରାତ୍ରି- ୦୨.୩୬ ରୁ ୦୩.୧୦
ଅଶୁଭ ସମୟ-
ରାହୁକାଳ- ଦିବା ୦୪.୨୮ ରୁ ୦୬.୦୨
କାଳବେଳା- ଦିବା ୧୧.୪୫ ରୁ ୦୧.୧୯
ବାରବେଳା- ଦିବା ୧୦.୧୧ ରୁ ୧୧.୪୫
କାଳରାତ୍ରି- ରାତ୍ରି ୦୧.୧୧ ରୁ ୦୨.୩୬
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)