• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 5th Dec 2022: ଏହି ରାଶିର ବ୍ୟକ୍ତି ଆଜି ଚାକିରି କ୍ଷେତ୍ରରେ ଉଚ୍ଚ ପଦପଦବୀ ପାଇପାରନ୍ତି

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୫ ତାରିଖ ସୋମବାର । ଚନ୍ଦ୍ର – ମୀନ ଅହୋରାତ୍ର, ତିଥି- ୧୩ଶୀ ଅହୋରାତ୍ର, ଘାତ ଚନ୍ଦ୍ର- ମେଷ ଅହୋରାତ୍ର, ଘାତ ବାର – ମିଥୁନ, ପୁଷ୍କର ଦୋଷ – ନାସ୍ତି

Aquarius

କୁମ୍ଭ

Monday 05 Dec 2022

ଧନିଷ୍ଠା – ପାରିବାରିକ ଜୀବନ ଅଶାନ୍ତି ଦେଖାଦେବ । ଚାକିରିରେ ତୀକ୍ଷ୍ମ ବୃଦ୍ଧିମତାର ପରିଚୟ ଦେବେ । ପ୍ରଭୁଙ୍କ ଉପସନା ଦ୍ୱାରା ମନୋରଥ ପୂର୍ଣ୍ଣ ହେବ ।

ଶତଭିଷା – ମୁଖ୍ୟ ଆୟକୁ ଛାଡି ଅନ୍ୟ ମାଧ୍ୟମରୁ ଅର୍ଥ ଉପାର୍ଜନ କରିବାର କୈାଶଳ ଆପଣେଇବେ । ରାଜନିତିରେ କୈାଣସି ଗୋଟେ ବଡ ପଦବୀ ଯାଇପାରେ ।

ପୂ , ଭାଦ୍ରପଦ – ମହିଳା ମାନେ ପୂଜା, ପାଠରେ ମନ ଲଗାଇବେ । ସଞ୍ଚୟ ଅଧିକ କରି ଖର୍ଚ୍ଚ କମ୍ କରନ୍ତୁ ନଚେତ୍ ହଇରାଣ ହୋଇପାରନ୍ତି ।

ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ।

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :