ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୩ ତାରିଖ ଶନିବାର ତିଥି – ୭ମୀ ଦିବା ୧୨/୨୮ ଗତେ ୮ମୀ ଚନ୍ଦ୍ର – ବିଛା ଅହୋରାତ୍ର ଘାତ ଚନ୍ଦ୍ର- ନାସ୍ତି ଘାତ ବାର –ବିଛା, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ – ୨ ପାଦ- କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ଦିବା ୧୨/୨୮ ଗତେ ୧ ପାଦ କୃଷିହାନି-ଭୂମିଦାନ
ମୃଗଶିରା - ପିଲାଙ୍କ ସଫଳତାରୁ ଆପଣଙ୍କୁ ଗର୍ବ ଅନୁଭବ ହେବ
ଆଦ୍ରା - ଆଲୋଚନା ମାଧ୍ୟମରେ ତିକ୍ତତା ସମାଧାନ କରନ୍ତୁ
ପୁନର୍ବସୁ - ଅନ୍ତରଙ୍ଗ ବନ୍ଧୁ ସହିତ କଥା ହେବେ
ପ୍ରତିକାର – ବୁଧଙ୍କ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫