ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୩ ତାରିଖ ଶନିବାର ତିଥି – ୭ମୀ ଦିବା ୧୨/୨୮ ଗତେ ୮ମୀ ଚନ୍ଦ୍ର – ବିଛା ଅହୋରାତ୍ର ଘାତ ଚନ୍ଦ୍ର- ନାସ୍ତି ଘାତ ବାର –ବିଛା, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ – ୨ ପାଦ- କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ଦିବା ୧୨/୨୮ ଗତେ ୧ ପାଦ କୃଷିହାନି-ଭୂମିଦାନ
ପୁନର୍ବସୁ - କୈାଣସି ସଂପର୍କୀୟ ଆପଣଙ୍କୁ ସାହାର୍ଯ୍ୟ ମାଗିବେ
ପୁଷ୍ୟା – ଆର୍ଥିକ ମାମଲାରେ ଆପଣଙ୍କୁ ଲାଭ ହେବ
ଅଶ୍ଳେଷା - ଜମି କିଣିବାର ସୁଯୋଗ ପାଇବେ
ପ୍ରତିକାର – ଶ୍ରୀ ଗଣେଷଙ୍କର ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨