• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 3rd September 2022: ଏହି ରାଶିର ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ସଫଳତା ପାଇବେ

ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୩ ତାରିଖ ଶନିବାର ତିଥି – ୭ମୀ ଦିବା ୧୨/୨୮ ଗତେ ୮ମୀ ଚନ୍ଦ୍ର – ବିଛା ଅହୋରାତ୍ର ଘାତ ଚନ୍ଦ୍ର- ନାସ୍ତି ଘାତ ବାର –ବିଛା, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ – ୨ ପାଦ- କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ଦିବା ୧୨/୨୮ ଗତେ ୧ ପାଦ କୃଷିହାନି-ଭୂମିଦାନ

Scorpio

ବିଛା

Saturday 03 Sep 2022

ବିଶାଖା – ପାରିବାରିକ କାମରେ କନିଷ୍ଠ ସଦସ୍ୟ ପାଇବେ

ଅନୁରାଧା – ସଙ୍ଗୀତରେ ରୁଚି ରଖିଥିବା ଲୋକଙ୍କୁ ଭଲ ଗୁରୁ ମିଳିବେ

ଜ୍ୟେଷ୍ଠା – ପ୍ରତିଯୋଗୀ ମାନେ ସଫଳତା ଦିଗରେ ଆଗକୁ ବଢିବ

ପ୍ରତିକାର – ମଙ୍ଗଳଙ୍କ ମନ୍ତ୍ର ଜପ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :