ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୩ ତାରିଖ ଶନିବାର ତିଥି – ୭ମୀ ଦିବା ୧୨/୨୮ ଗତେ ୮ମୀ ଚନ୍ଦ୍ର – ବିଛା ଅହୋରାତ୍ର ଘାତ ଚନ୍ଦ୍ର- ନାସ୍ତି ଘାତ ବାର –ବିଛା, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ – ୨ ପାଦ- କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ଦିବା ୧୨/୨୮ ଗତେ ୧ ପାଦ କୃଷିହାନି-ଭୂମିଦାନ
ଚିତ୍ରା – ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ
ସ୍ୱାତୀ – କଳାକାର ଓ ସାହିତ୍ୟକଙ୍କ ଲାଗି ଦିନଟି ଲାଭପ୍ରଦ ହେବ
ବିଶାଖା –ଆପଣ ନିଜ କାମରେ ସଫଳତା ଓ ଲାଭ ପାଇବେ
ପ୍ରତିକାର – ମା ମହାଲକ୍ଷ୍ମୀଙ୍କ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬