ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୩ ତାରିଖ ଶନିବାର ତିଥି – ୭ମୀ ଦିବା ୧୨/୨୮ ଗତେ ୮ମୀ ଚନ୍ଦ୍ର – ବିଛା ଅହୋରାତ୍ର ଘାତ ଚନ୍ଦ୍ର- ନାସ୍ତି ଘାତ ବାର –ବିଛା, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ – ୨ ପାଦ- କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ଦିବା ୧୨/୨୮ ଗତେ ୧ ପାଦ କୃଷିହାନି-ଭୂମିଦାନ
କୃତିକା - ଆପଣଙ୍କ ମନ ପୂଜା ପାଠରେ ଲାଗି ରହିବ
ରୋହିଣୀ – ପରିବାର ଲୋକ କଠିନ ପରିସି୍ଥତିରେ ଆପଣଙ୍କୁ ସାହାର୍ଯ୍ୟ କରିବେ
ମୃଗଶିରା – ଓକିଲଙ୍କ ଲାଗି ଦିନଟି ଫଳପ୍ରଦ ହେବ
ପ୍ରତିକାର – ଇଷ୍ଟଦେବ ପର୍ଶୁରାମଙ୍କର ପୂଜାର୍ଚ୍ଚନା କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬