• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 31st August 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ବୁଧବାର । ତିଥି –୪ର୍ଥୀ ଦିବା ୦୩/୨୩ ଗତେ ୫ମୀ, ଚନ୍ଦ୍ର – କନ୍ୟା ଦିବା ୧୨/୦୨ ଗତେ ତୁଳା, ଘାତ ଚନ୍ଦ୍ର- ବୃଷ ରାଶିର ଦିବା ୧୨/୦୨ ପର୍ଯ୍ୟନ୍ତ, ଘାତ ବାର – କର୍କଟ ରାଶିର, ପୁଷ୍କର ଦୋଷ – ନାସ୍ତି

Pisces

ମୀନ

Wednesday 31 Aug 2022

ପୂ , ଭାଦ୍ରପଦ - ବ୍ୟପାରରେ ସାମିଲ ହେବା ପାଇଁ ପ୍ରସ୍ତାବ ପାଇ ପାରନ୍ତି ।

ଉ , ଭଦ୍ରପଦ - ସରକାରୀ ଚାକିରି ଜୀବିଙ୍କ ପାଇଁ ଦିନଟି ଭଲ ରହିବ ।

ରେବତୀ – ପାରିବାରିକ ଜୀବନ ଶାନ୍ତିମୟ ରହିବ ।

ପ୍ରତିକାର – ବୃହସ୍ପତିଙ୍କର ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ ।

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :