• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 31st August 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ବୁଧବାର । ତିଥି –୪ର୍ଥୀ ଦିବା ୦୩/୨୩ ଗତେ ୫ମୀ, ଚନ୍ଦ୍ର – କନ୍ୟା ଦିବା ୧୨/୦୨ ଗତେ ତୁଳା, ଘାତ ଚନ୍ଦ୍ର- ବୃଷ ରାଶିର ଦିବା ୧୨/୦୨ ପର୍ଯ୍ୟନ୍ତ, ଘାତ ବାର – କର୍କଟ ରାଶିର, ପୁଷ୍କର ଦୋଷ – ନାସ୍ତି

Virgo

କନ୍ୟା

Wednesday 31 Aug 2022

ଉ , ଫାଲଗୁନୀ – କୈାଣସି କାର୍ଯ୍ୟ କରିବା ବେଳେ ମନକୁ ଶାନ୍ତ ରଖନ୍ତୁ ।

ହସ୍ତା – ଭୂ-ସମ୍ପତି କିଣିବାର ଯୋଗ ରହିଛି ।

ଚିତ୍ରା – ବନ୍ଧୁ, ପରିଜନକୁ ନିଜର ଖୁସି କୁହନ୍ତୁ ।

ପ୍ରତିକାର - ସର୍ବକାର୍ଯ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ ।

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :