• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 31st August 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ବୁଧବାର । ତିଥି –୪ର୍ଥୀ ଦିବା ୦୩/୨୩ ଗତେ ୫ମୀ, ଚନ୍ଦ୍ର – କନ୍ୟା ଦିବା ୧୨/୦୨ ଗତେ ତୁଳା, ଘାତ ଚନ୍ଦ୍ର- ବୃଷ ରାଶିର ଦିବା ୧୨/୦୨ ପର୍ଯ୍ୟନ୍ତ, ଘାତ ବାର – କର୍କଟ ରାଶିର, ପୁଷ୍କର ଦୋଷ – ନାସ୍ତି

Sagittarius

ଧନୁ

Wednesday 31 Aug 2022

ମୂଳା – ପରିବାରରେ କୈାଣସି ଗୁରୁ ଦାୟିତ୍ୱ ତୁଲାଇବେ ।

ପୂ , ଷାଢା – ଆର୍ଥିକ ସ୍ଥିତି ସୃଦୁଢ ରହିବ ।

ଉ , ଷାଢା – ଅଫିସ୍ କାମ ଅତିଶୀଘ୍ର ସଂପୂର୍ଣ୍ଣ କରିନେବେ ।

ପ୍ରତିକାର –ପ୍ରତିଦିନ ସକାଳୁ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ ।

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :