• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 31st August 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ବୁଧବାର । ତିଥି –୪ର୍ଥୀ ଦିବା ୦୩/୨୩ ଗତେ ୫ମୀ, ଚନ୍ଦ୍ର – କନ୍ୟା ଦିବା ୧୨/୦୨ ଗତେ ତୁଳା, ଘାତ ଚନ୍ଦ୍ର- ବୃଷ ରାଶିର ଦିବା ୧୨/୦୨ ପର୍ଯ୍ୟନ୍ତ, ଘାତ ବାର – କର୍କଟ ରାଶିର, ପୁଷ୍କର ଦୋଷ – ନାସ୍ତି

Capricorn

ମକର

Wednesday 31 Aug 2022

ଉ , ଷାଢା - କୈାଣସି ସମ୍ପର୍କୀୟ ଆପଣଙ୍କ ଘରକୁ ଆସିବେ ।

ଶ୍ରବଣା – ସବୁ ସମସ୍ୟାର ସମାଧାନ ବାହାରିବ ।

ଧନିଷ୍ଠା – ପ୍ରେମ ଜୀବନ ଭଲ ରହିବ ।

ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ ।

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :