• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 29th August 2022: ଆଜି ଏହି ରାଶିର ବ୍ୟକ୍ତିଙ୍କୁ ଅଚାନକ ଧନ ଲାଭ ହୋଇପାରେ

ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ସୋମବାର ତିଥି –୨ୟା ଦିବା ୦୩/୨୦ ଗତେ ୩ୟା ଚନ୍ଦ୍ର – କନ୍ୟା ଅହୋରାତ୍ର ଘାତ ଚନ୍ଦ୍ର- ବୃଷ ରାଶିର ଅହୋରାତ୍ର ଘାତ ବାର – ମିଥୁନ ରାଶିର ପୁଷ୍କର ଦୋଷ - ୨ ପାଦ -ପଶୁ ଓ ବଂଶହାନି - ଅନ୍ନ ଓ ତିଳକାଞନ ଦାନ ଦିବା ୦୩/୨୦ ଗତେ ୧ ପାଦ କୁଟୁମ୍ଭହାନି- ତିଳକାଞନ ଦାନ ରାତ୍ରି ୧୧/୦୩ ପର୍ଯ୍ୟନ୍ତ ।

Aquarius

କୁମ୍ଭ

Monday 29 Aug 2022

ଧନିଷ୍ଠା – ସ୍ୱଭାବରେ ଅଳ୍ପ ପରିବର୍ତ୍ତନ ଆଣନ୍ତୁ

ଶତଭିଷା – ଆର୍ଥିକ ମାମଲାରେ କାହାରିକୁ ଭରସା କରନ୍ତୁ ନାହିଁ

ପୂ , ଭାଦ୍ରପଦ – ପରିବାରରେ କୈାଣସି ବ୍ୟକ୍ତିଙ୍କ ସହିତ ମତଭେଦ ହୋଇପାରେ

ପ୍ରତିକାର – ସାତଟି ଗୋଲ ମରିଚ ନୀଳ କପଡାରେ ବାନ୍ଧି ଜଳରେ ଭସାଇ ଦିଅନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :