ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ସୋମବାର ତିଥି –୨ୟା ଦିବା ୦୩/୨୦ ଗତେ ୩ୟା ଚନ୍ଦ୍ର – କନ୍ୟା ଅହୋରାତ୍ର ଘାତ ଚନ୍ଦ୍ର- ବୃଷ ରାଶିର ଅହୋରାତ୍ର ଘାତ ବାର – ମିଥୁନ ରାଶିର ପୁଷ୍କର ଦୋଷ - ୨ ପାଦ -ପଶୁ ଓ ବଂଶହାନି - ଅନ୍ନ ଓ ତିଳକାଞନ ଦାନ ଦିବା ୦୩/୨୦ ଗତେ ୧ ପାଦ କୁଟୁମ୍ଭହାନି- ତିଳକାଞନ ଦାନ ରାତ୍ରି ୧୧/୦୩ ପର୍ଯ୍ୟନ୍ତ ।
ଚିତ୍ରା – ନିଜର ଚକ୍ଷୁ ପ୍ରତି ଧ୍ୟାନ ଦିଅନ୍ତୁୁ
ସ୍ୱାତୀ - ବିରୋଧୀ ମାନଙ୍କ ପ୍ରତି ସାବଧାନ ରୁହନ୍ତୁ
ବିଶାଖା –ମୂଲ୍ୟବାନ୍ ଜିନିଷ ଚୋରି ହୋଇପାରେ
ପ୍ରତିକାର – ଶ୍ରୀ ଭାର୍ଗବୀଙ୍କ ଫଟକୁ ପୂଜା କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬