• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 29th August 2022: ଆଜି ଏହି ରାଶିର ବ୍ୟକ୍ତିଙ୍କୁ ଅଚାନକ ଧନ ଲାଭ ହୋଇପାରେ

ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ସୋମବାର ତିଥି –୨ୟା ଦିବା ୦୩/୨୦ ଗତେ ୩ୟା ଚନ୍ଦ୍ର – କନ୍ୟା ଅହୋରାତ୍ର ଘାତ ଚନ୍ଦ୍ର- ବୃଷ ରାଶିର ଅହୋରାତ୍ର ଘାତ ବାର – ମିଥୁନ ରାଶିର ପୁଷ୍କର ଦୋଷ - ୨ ପାଦ -ପଶୁ ଓ ବଂଶହାନି - ଅନ୍ନ ଓ ତିଳକାଞନ ଦାନ ଦିବା ୦୩/୨୦ ଗତେ ୧ ପାଦ କୁଟୁମ୍ଭହାନି- ତିଳକାଞନ ଦାନ ରାତ୍ରି ୧୧/୦୩ ପର୍ଯ୍ୟନ୍ତ ।

Virgo

କନ୍ୟା

Monday 29 Aug 2022

ଉ , ଫାଲଗୁନୀ – ଆପଣଙ୍କ କାମରେ ଜୀବନ ସାଥି ପ୍ରସନ୍ନ ରହିବେ

ହସ୍ତା – ଅଧିକାରୀ ମାନଙ୍କ ସହିତ ବିଶେଷ ମାମଲାରେ କଥାବାର୍ତା ହେବେ

ଚିତ୍ରା – ପ୍ରତିଯୋଗିତା ମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବେ

ପ୍ରତିକାର - ବୁଧଙ୍କର ମନ୍ତ୍ର ପାଠ କରନ୍ତୁ ।

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :