ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ ଶୁକ୍ରବାର ଚନ୍ଦ୍ର – ବିଛା ଅହୋରାତ୍ର ତିଥି- ୩ୟା ଦିବା ୧୦/୩୪ ଗତେ ୪ର୍ଥୀ ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ବିଛା , ଧନୁ ଓ ମୀନ ରାଶିର ପୁଷ୍କର ଦୋଷ – ନାସ୍ତି
ମଘା – ସ୍ୱାସ୍ଥ୍ୟରେ ସକାରତ୍ମକ ପରିବର୍ତନ ଆସିବ । ବନ୍ଧୁ ସହ ସମ୍ବନ୍ଧରେ ସୁଧାର ଆସିବ । କାମଧନ୍ଦା ସାରିବା ଲାଗି ନୂଆ ଉପାୟ ପାଇବେ ।
ପୂ , ଫାଲଗୁନୀ - ବ୍ୟବସାୟରେ ପରିଶ୍ରମ ବଳରେ ସଫଳତା ମିଳିବ । ଛାତ୍ରୀଙ୍କୁ ପ୍ରତିଯୋଗିତା ପରୀକ୍ଷାରେ ଭଲ ଫଳ ମିଳିବ । ସାମାଜିକ କାର୍ଯ୍ୟକୁ ଯିବା ପାଈଁ ଭଲ ଅବସର ମିଳିବେ ।
ଉ ,ଫାଲଗୁନୀ – ଜମିର କାଗଜ ଦାୟିତ୍ୱରେ ରଖନ୍ତୁ । ମହିଳା ମାନେ ସବୁ କାମକୁ ସଂପୂର୍ଣ୍ଣ କରିବେ ।
ପ୍ରତିକାର – ଓଁ ହ୍ରୀଂ ହ୍ରୀଂ ରାଂ ରାମାୟ ନମଃ ଜପ କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧