ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ ଶୁକ୍ରବାର ଚନ୍ଦ୍ର – ବିଛା ଅହୋରାତ୍ର ତିଥି- ୩ୟା ଦିବା ୧୦/୩୪ ଗତେ ୪ର୍ଥୀ ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ବିଛା , ଧନୁ ଓ ମୀନ ରାଶିର ପୁଷ୍କର ଦୋଷ – ନାସ୍ତି
ପୁନର୍ବସୁ - ବନ୍ଧୁ ଓ ପରିବାରରେ ଭାରସାମ୍ୟ ବଜାୟ ରଖନ୍ତୁ । କାମରେ ବୋଝ ଅଧିକ ରହିବ । ଶରୀରର କୈାଣସି ଅଙ୍ଗରେ ଆଘାତ ଲାଗିପାରେ ।
ପୁଷ୍ୟା – ରାଜନେତାଙ୍କର ସମାଜରେ ଆଦର ବଢିବ । ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ । ପିଲା ମାନେ ଆତ୍ମ ନିଯୁକ୍ତି ପାଇଁ ଚେଷ୍ଟିତ ରହିବେ
ଅଶ୍ଳେଷା - ଜମି କିଣିବା ବେଳେ ଗୁରୁଜନଙ୍କ ପରାମର୍ଶ ଭଲ ରହିବ । ମହିଳା ମାନେ ରୋଷେଇ କାମରେ ବ୍ୟସ୍ତ ରହିବେ
ପ୍ରତିକାର – ମା ଭୁନନେଶୂରୀଙ୍କର ମହାକବଚ ଧାରଣ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨