• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 28th July 2023: ଏହି ରାଶିର ବ୍ୟକ୍ତି... ଆଜି ନୂତନ ଗୃହ କିମ୍ବା ଭୂମି କ୍ରୟ କରିପାରନ୍ତି

ସୌର କର୍କଟ ମାସ ଶ୍ରାବଣ (ମଳ)ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ ଶୁକ୍ରବାର । ଚନ୍ଦ୍ର- ତୁଳା ସନ୍ଧ୍ୟା ୦୭.୦୭ ଗତେ ବିଛା । ତିଥି- ୧୦ମୀ ଦିବା ୦୨.୫୧ ଗତେ ୧୧ଶୀ । ଘାତ ଚନ୍ଦ୍ର- ନାସ୍ତି । ଘାତ ବାର- ବିଛା, ଧନୁ ଓ ମୀନ । ପୁଷ୍କର ଦୋଷ- ନାସ୍ତି ।

Leo

ସିଂହ

Friday 28 Jul 2023

ମଘା- ଆଶଙ୍କାରେ ଦିନ କାଟିବେ । ଆତ୍ମୀୟଙ୍କ ଦୁର୍ବବ୍ୟବହାର ଭୋଗିବେ । ନିତ୍ୟ କର୍ମରେ ବ୍ୟତିକ୍ରମ ଘଟିପାରେ । ପରିବେଶ ଆନନ୍ଦ ଦାୟକ ରହିବ । ଧନ ହେତୁ ଶାନ୍ତି ଅନୁଭବ କରିବେ ।

ପୂ- ଫାଲ୍‌ଗୁନୀ- ବ୍ୟବସାୟୀମାନେ ବ୍ୟବସାୟକୁ ବଢାଇବା ପାଇଁ ମନକୁ ନୂଆ ନୂଆ ବିଚାର ଆସିବ । ଚାକିରିରେ କର୍ମତତ୍‌ପର ରହି ସମସ୍ତଙ୍କର ପ୍ରିୟ ପାତ୍ର ହୋଇପାରିବେ ।

ଉ- ଫାଲ୍‌ଗୁନୀ- ରାଜନୀତିରେ ଦୁଃଶାହସିକ ପଦକ୍ଷପ ଗ୍ରହଣ କରିବେ । ଖଳ ଲୋକଙ୍କ ଦ୍ୱାରା କ୍ଷତିଗ୍ରସ୍ତ ହୋଇପାରନ୍ତି । ଶିକ୍ଷାର୍ଥୀମାନଙ୍କର ଶିକ୍ଷାରେ ଦକ୍ଷତା ଓ ଅଭିଜ୍ଞତା ବଢିବ ।

ପ୍ରତିକାର – ମାତଙ୍ଗୀ ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :