• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 28th Dec 2022: ଏହି ରାଶିର ବ୍ୟକ୍ତିଙ୍କର ଆଜି ଭୂ-ସମ୍ପତି କିଣିବା ଯୋଗ ରହିଛି

ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ବୁଧବାର ।ଚନ୍ଦ୍ର – ବିଛା ଅହୋରାତ୍ର,ତିଥି- ୧୩ଶୀ ରାତ୍ରି ୧୦.୧୬ ଗତେ ୧୪ଶୀ,ଘାତ ଚନ୍ଦ୍ର- ନାସ୍ତି,ଘାତ ବାର – କର୍କଟ,ପୁଷ୍କର ଦୋଷ – ୧ ପାଦ - କୁଟୁମ୍ଭହାନି-ତିଳକାଞନ ଦାନ ଦିବା ୦୮.୩୨ ପର୍ଯ୍ୟନ୍ତ ।

Virgo

କନ୍ୟା

Wednesday 28 Dec 2022

ଉ , ଫାଲଗୁନୀ - ପ୍ରେମ ସମ୍ବନ୍ଧରେ ମଧୁରତା ବଢିବ । କମ୍ ପରିଶ୍ରମ କରି ନିଜର ଉଦେଶ୍ୟ ହାସଲ କରିନେବେ । କଳା କ୍ଷେତ୍ରରେ ଉନ୍ନତିର ରାସ୍ତା ମିଳିବ । କାମଧନ୍ଦା ସମ୍ବନ୍ଧୀୟ କୌଣସି ବଡ ଆହ୍ୱାନ ଆସିବ । ଆର୍ôଥକ ପକ୍ଷ ଦୁର୍ବଳ ହୋଇପାରେ । ସ୍ୱାସ୍ଥ୍ୟ ସମନ୍ଧରେ ସମସ୍ୟା ଦୂର ହେବ

ହସ୍ତା - ଉନ୍ନତି ପାଇଁ ନୂଆ ରାସ୍ତା ଖୋଲିବ । ଅଫିସରେ କାମ ମନ୍ଥର ଗତିରେ ପୁରା ହେବ । ପ୍ରଶାସନିକ ଦାୟିତ୍ୱରେ ଅବହେଳା ରହିବ । ଆପଣଙ୍କ ମନ ପୂଜା ପାଠରେ ଅଧିକ ଲାଗି ରହିବ । ଆଇନ ଛାତ୍ର ସମୟର ସଦୁପଯୋଗ କରନ୍ତୁ । ଆପଣଙ୍କର ଉଦାର ସ୍ୱଭାବ ସମସ୍ତଙ୍କୁ ପ୍ରଭାବିତ କରିବ

ଚିତ୍ରା – ଘରକୁ ଆସିଥିବା ବନ୍ଧୁଙ୍କ ପାଇଁ ଖୁସି ରହିବେ । ଅଧିକାରୀଙ୍କ ସହଯୋଗରେ କାମ ପୂରା ହୋଇପାରେ । ସାମାଜିକତା କ୍ଷେତ୍ରରେ ସକ୍ରିୟତା ବଢିପାରେ । ବୈଦ୍ଧିକ କ୍ଷମତା ବୃଦ୍ଧି ପାଇବ , ସାହାର୍ଯ୍ୟ କାରୀ ବ୍ୟକ୍ତିଙ୍କ ସହିତ ପରିଚୟ ହେବ । ଆପଣଙ୍କ ଭାବନାରେ ପରିବର୍ତନ ଆସିପାରେ

ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :