• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 28th Dec 2022: ଏହି ରାଶିର ବ୍ୟକ୍ତିଙ୍କର ଆଜି ଭୂ-ସମ୍ପତି କିଣିବା ଯୋଗ ରହିଛି

ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ବୁଧବାର ।ଚନ୍ଦ୍ର – ବିଛା ଅହୋରାତ୍ର,ତିଥି- ୧୩ଶୀ ରାତ୍ରି ୧୦.୧୬ ଗତେ ୧୪ଶୀ,ଘାତ ଚନ୍ଦ୍ର- ନାସ୍ତି,ଘାତ ବାର – କର୍କଟ,ପୁଷ୍କର ଦୋଷ – ୧ ପାଦ - କୁଟୁମ୍ଭହାନି-ତିଳକାଞନ ଦାନ ଦିବା ୦୮.୩୨ ପର୍ଯ୍ୟନ୍ତ ।

Gemini

ମିଥୁନ

Wednesday 28 Dec 2022

ମୃଗଶିରା - ନିଜର ଓଜନ ପ୍ରତି ଧ୍ୟାନ ଦିଅନ୍ତୁ । ଭାବିଥିବା କାମ କାହାରି ସାହାର୍ଯ୍ୟରେ ପୂରା ହୋଇଯିବ ନୂଆ କଳାକୈାଶଳ ଶିଖିବାକୁ ସୁଯୋଗ ମିଳିବ । ଆୟବ୍ୟୟ ସମାନ ପରିମାଣରେ ରହିବ । ମନର ବ୍ୟଥା ପାଖ ଲୋକକୁ କୁହନ୍ତୁ, ମନ ହାଲକା ରହିବ

ଆଦ୍ରା – କୌଣସି ପୋଗ୍ରାମରେ ଗୀତ ଗାଇବା ପାଇଁ ସୁଯୋଗ ମିଳିପାରେ । ନୂଆ ଜମି କିଣିବା ଆଗରୁ ଶୁଭ ମୂହୁର୍ତ ଦେଖି କିଣନ୍ତୁ । ଭାବପ୍ରବଣ ରହିଲେ ମନରେ ଅଶାନ୍ତି ବଢିବ । ନିଜର ଖରାପ ବ୍ୟବହାର ପାଇଁ ନିନ୍ଦା ଶୁଣି ପାରନ୍ତି । ଛାତ୍ରଙ୍କ ଲେଖା ପଢାରେ ବାଧା ଦୂର ହୋଇଯିବ

ପୁନର୍ବସୁ - ରାଜନୀତିରେ ଥିବା ବ୍ୟକ୍ତି ମାନେ ସଫଳତା ପାଇବେ । ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ । ନିଜର ଭୁଲ ପାଇଁ କ୍ଷମା ପ୍ରାର୍ଥନା କରି ପାରନ୍ତି । ପଡୋଶୀ ଶତୃତା ଲାଗି ରହିବ । କ୍ଷୁଦ୍ର ଉଦ୍ୟୋଗ କ୍ଷେତ୍ରରେ ଥିବା ଲୋକଙ୍କୁ ଯଥେଷ୍ଟ ଲାଭ ପାଇବେ

ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ ।

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :