• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 26th August 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ଶୁକ୍ରବାର । ତିଥି – ୧୪ ଶୀ ଦିବା ୧୨/୨୪ ଗତେ ଅମାବାସ୍ୟା ଚନ୍ଦ୍ର – କର୍କଟ ସନ୍ଧ୍ୟା ୦୬/୩୨ ଗତେ ସିଂହ, ଘାତ ଚନ୍ଦ୍ର- ସନ୍ଧ୍ୟା ୦୬/୩୨ ଗତେ କର୍କଟ ଓ ମକର, ଘାତ ବାର –ବିଛା, ଧନୁ ଓ ମୀନ ରାଶିର, ପୁଷ୍କର ଦୋଷ - ନାସ୍ତି

Pisces

ମୀନ

Friday 26 Aug 2022

ପୂ , ଭାଦ୍ରପଦ -ଧର୍ମକାର୍ଯ୍ୟ ପ୍ରତି ଆକୃଷ୍ଟ ହେବେ ।

ଉ , ଭଦ୍ରପଦ -ଯଶବୃଦ୍ଧି, ଏବଂ ଗୁରୁକୃପା ଲାଭ କରିବେ ।

ରେବତୀ – କର୍ମଚିନ୍ତା ସତ୍ୱେ ସର୍ବାଙ୍ଗୀନ ଉନ୍ନତି ବଜାୟ ରହିବ ।

ପ୍ରତିକାର – ବିଷ୍ଣୁଙ୍କ ସହସ୍ର ନାମ ପାଠ କରନ୍ତୁ ।

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :