• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 26th August 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ଶୁକ୍ରବାର । ତିଥି – ୧୪ ଶୀ ଦିବା ୧୨/୨୪ ଗତେ ଅମାବାସ୍ୟା ଚନ୍ଦ୍ର – କର୍କଟ ସନ୍ଧ୍ୟା ୦୬/୩୨ ଗତେ ସିଂହ, ଘାତ ଚନ୍ଦ୍ର- ସନ୍ଧ୍ୟା ୦୬/୩୨ ଗତେ କର୍କଟ ଓ ମକର, ଘାତ ବାର –ବିଛା, ଧନୁ ଓ ମୀନ ରାଶିର, ପୁଷ୍କର ଦୋଷ - ନାସ୍ତି

Aquarius

କୁମ୍ଭ

Friday 26 Aug 2022

ଧନିଷ୍ଠା – ଠକାମି ଆଦି ନାନା ସମସ୍ୟାର ପୀଡା ଭୋଗିବେ ।

ଶତଭିଷା – ଶିକ୍ଷାର୍ଥୀ ମାନେ ପଥ ଭ୍ରଷ୍ଟ ହୋଇ ପାରନ୍ତି ।

ପୂ , ଭାଦ୍ରପଦ - ହାନି ସହିବାକୁ ବାଧ୍ୟ ହେବେ ।

ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ ।

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :