• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 26th August 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ଶୁକ୍ରବାର । ତିଥି – ୧୪ ଶୀ ଦିବା ୧୨/୨୪ ଗତେ ଅମାବାସ୍ୟା ଚନ୍ଦ୍ର – କର୍କଟ ସନ୍ଧ୍ୟା ୦୬/୩୨ ଗତେ ସିଂହ, ଘାତ ଚନ୍ଦ୍ର- ସନ୍ଧ୍ୟା ୦୬/୩୨ ଗତେ କର୍କଟ ଓ ମକର, ଘାତ ବାର –ବିଛା, ଧନୁ ଓ ମୀନ ରାଶିର, ପୁଷ୍କର ଦୋଷ - ନାସ୍ତି

Cancer

କର୍କଟ

Friday 26 Aug 2022

ପୁନର୍ବସୁ - ସାମ୍ୱାଦିକତା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରିବେ ।

ପୁଷ୍ୟା – ନିଜ କାର୍ଯ୍ୟ ପାଇଁ ପ୍ରଂଶସିତ ହେବେ ।

ଅଶ୍ଳେଷା - ଚତୁରତାର ସହ ସମସ୍ତ ସମସ୍ୟାର ସମାଧାନ କରିବେ ।

ପ୍ରତିକାର –ଧଳା କପଡାରେ କିଛି ଅରୁଆ ଚାଉଳ ଓ ମିଶିରି ମିଶାଇ ଜଳରେ ଭସାଇ ଦିଅନ୍ତୁ ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :