• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 26 September 2023: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ବହୁତ ଧନ ପ୍ରାପ୍ତ ହୋଇପାରେ

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୬ ତାରିଖ ମଙ୍ଗଳବାର । ଚନ୍ଦ୍ର- ମକର ରାତ୍ରି ୦୮.୨୭ ଗତେ କୁମ୍ଭ । ତିଥି- ୧୨ଶୀ ରାତ୍ରି ୦୧.୪୫ ଗତେ ୧୩ ଶୀ । ଘାତ ଚନ୍ଦ୍ର- ସିଂହ ରାଶିର ରାତ୍ରି ୦୮.୨୭ ଗତେ ମିଥୁନ ଓ ମୀନ । ଘାତ ବାର- ମକର ରାଶିର । ପୁଷ୍କର ଦୋଷ- ୨ ପାଦ କୃଷି ଓ ପଶୁ ହାନୀ-ଭୂମି ଓ ଅନ୍ନଦାନ ରାତ୍ରି ୦୧.୪୫ ଗତେ ୧ ପାଦ କୃଷିହାନୀ-ଭୂମିଦାନ ।

Libra

ତୁଳା

Tuesday 26 Sep 2023

ଚିତ୍ରା-ପରିବାରରେ ପାରସ୍ପରିକ ସମନ୍ୱୟ ବୃଦ୍ଧି ହେବ ଓ ପାରିବାରିକ ସୁଖ ପ୍ରାପ୍ତି ହେବ । ଭାଇଙ୍କ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ ।

ସ୍ୱାତୀ- ଅଫିସ୍ କାମରେ ଟେନସନ୍ ଲାଗି ରହିବ । ପୁଅ ଝିଅଙ୍କ କର୍ମ ସ୍ଥିର ହେବା ଫଳରେ ଖୁସି ରହିବେ । ଦୂରଯାତ୍ରାର ସୁଯୋଗ ପାଇବେ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ।

ବିଶାଖା- ବିଦ୍ୟାଅଧ୍ୟୟନ ସମ୍ବନ୍ଧିତ ଶୁଭ ସମାଚାର ପ୍ରାପ୍ତ ହେବ । କଚେରି ମାମଲାର ଶୁଣାଣି ଆପଣଙ୍କ ସପକ୍ଷରେ ଯାଇପାରେ । ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟସୃଷ୍ଟି ହେବ ।

ପ୍ରତିକାର- ପର୍ଶୁରାମ ଫଟକୁ ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :