• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 26 September 2023: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ବହୁତ ଧନ ପ୍ରାପ୍ତ ହୋଇପାରେ

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୬ ତାରିଖ ମଙ୍ଗଳବାର । ଚନ୍ଦ୍ର- ମକର ରାତ୍ରି ୦୮.୨୭ ଗତେ କୁମ୍ଭ । ତିଥି- ୧୨ଶୀ ରାତ୍ରି ୦୧.୪୫ ଗତେ ୧୩ ଶୀ । ଘାତ ଚନ୍ଦ୍ର- ସିଂହ ରାଶିର ରାତ୍ରି ୦୮.୨୭ ଗତେ ମିଥୁନ ଓ ମୀନ । ଘାତ ବାର- ମକର ରାଶିର । ପୁଷ୍କର ଦୋଷ- ୨ ପାଦ କୃଷି ଓ ପଶୁ ହାନୀ-ଭୂମି ଓ ଅନ୍ନଦାନ ରାତ୍ରି ୦୧.୪୫ ଗତେ ୧ ପାଦ କୃଷିହାନୀ-ଭୂମିଦାନ ।

Leo

ସିଂହ

Tuesday 26 Sep 2023

ମଘା- ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନ ସନ୍ତୁଷ୍ଟ ରହିବ । ପ୍ରେମି ଯୁଗଳମାନେ ପ୍ରେମ ସମ୍ବନ୍ଧରେ ଜୟଯୁକ୍ତ ହେବେ । ପରିବାରରେ ମତାନ୍ତର ମନାନ୍ତର ଦେଖାଦେଇପାରେ ।

ପୂ- ଫାଲ୍‌ଗୁନୀ- ରାଜନୀତି କ୍ଷେତ୍ରରେ ସହଯୋଗୀମାନଙ୍କ ଯୋଗୁ ଶାନ୍ତି ପାଇବେ । କର୍ମ କ୍ଷେତ୍ରରେ ମିତ୍ରମାନଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ ।

ଉ- ଫାଲ୍‌ଗୁନୀ- ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ । ଛାତ୍ରଛାତ୍ରମାନେ ଶିକ୍ଷାକୁ ଉଚିତ୍ ମନେକରି ପାଠ ପଢାରେ ମନେଯାଗ ଦେବେ । ଅବିବାହିତ ଯୁବକ ଯୁବତୀ ମାନଙ୍କର ବିବାହ ସ୍ଥିର ହେବ ।

ପ୍ରତିକାର- ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :