• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22nd January 2023: ଆଜି ଏହି ରାଶିର ବ୍ୟକ୍ତିଙ୍କୁ ଶୁଭ ସମାଚାର ମିଳିବ

ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ ରବିବାର । ଚନ୍ଦ୍ର – ମକର ଅହୋରାତ୍ର,ତିଥି - ପ୍ରତିପଦ ରାତ୍ରି ୧୦.୨୭ ଗତେ ୨ୟା ଘାତ ଚନ୍ଦ୍ର – ସିଂହ ଅହୋରାତ୍ର,ଘାତ ବାର- ମେଷ ,ପୁଷ୍କର ଦୋଷ – ୨ ପାଦ କୃଷି ଓ ବଂଶହାନି – ଭୂମି ଓ ତିଳକାଞନ ଦାନ ୩ ପାଦ

Taurus

ବୃଷ

Sunday 22 Jan 2023

କୃତିକା- ପ୍ରେମ ବିଷୟ ଉପରେ ଅଧିକ ଧ୍ୟାନ ଦେବେ । ଏକ ନୂତନ ଜୀବନ ଆରମ୍ଭ କରିବାକୁ ପ୍ରସ୍ତୁତ ହେବେ । ଆପଣଙ୍କର ଅବିସ୍ମରଣୀୟ ପ୍ରେରଣା ଏବଂ ଅଭିଳାଷ ରହିବ । ସହକର୍ମୀ ମାନଙ୍କ ସହିତ ଆନ୍ତରିକ ସମ୍ପର୍କ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ

ରୋହିଣୀ- ବ୍ୟବସାୟରେ ସେୟାର ବଜାରରେ ପୁଞି ନିବେଶ କରି ବହୁତ ଧନ ପ୍ରାପ୍ତ କରିବେ । ଖେଳ, କୁଦ ପ୍ରତିଯୋଗିତା ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ । କୈାଣସି ମହତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହୋପାରେ ।

ମୃଗଶିରା- ବିଦ୍ୟାଧ୍ୟୟନ ସମ୍ବନ୍ଧିୟ ଶୁଭ ସମାଚାର ପ୍ରାପ୍ତ ହେବ । ମାଲିମକଦ୍ଦମା ଓ କୋର୍ଟ କଚେରୀ ମାମଲାରେ ସଫଳତା ପାଇବେ । ମହିଳା ଓ ପୁରୁଷ କୈାଣସି କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀ ହେବେ ।

ପ୍ରତିକାର – ମାଆ ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :