• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22nd January 2023: ଆଜି ଏହି ରାଶିର ବ୍ୟକ୍ତିଙ୍କୁ ଶୁଭ ସମାଚାର ମିଳିବ

ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ ରବିବାର । ଚନ୍ଦ୍ର – ମକର ଅହୋରାତ୍ର,ତିଥି - ପ୍ରତିପଦ ରାତ୍ରି ୧୦.୨୭ ଗତେ ୨ୟା ଘାତ ଚନ୍ଦ୍ର – ସିଂହ ଅହୋରାତ୍ର,ଘାତ ବାର- ମେଷ ,ପୁଷ୍କର ଦୋଷ – ୨ ପାଦ କୃଷି ଓ ବଂଶହାନି – ଭୂମି ଓ ତିଳକାଞନ ଦାନ ୩ ପାଦ

Libra

ତୁଳା

Sunday 22 Jan 2023

ଚିତ୍ରା- ଥଣ୍ଡା ଏବଂ କାଶ ଲାଗି ରହିବ । ବ୍ୟକ୍ତିଗତ ଜୀବନରେ ସମ୍ମୁଖୀନ ହେଉଥିବା ଚାପକୁ ହ୍ରାସ କରିବାରେ ସାହାଯ୍ୟ ପାଇବେ । ନୂଆ ବେପାରିଙ୍କ ସହ ହାତ ମିଶାଇ ବ୍ୟବସାୟରେ ଲାଭବାନ୍ ହେବେ ।

ସ୍ୱାତୀ- ଆପଣ ନିଜର ସାଥୀଙ୍କ ବିଶ୍ୱାସ ତଥା ଇଚ୍ଛାକୁ ସମ୍ମାନ କରନ୍ତୁ । ପ୍ରୋଜେକ୍ଟରେ କାମରେ ଟିକେ ପରିଶ୍ରମ କରିବାକୁ ପଡ଼ିବ । କୈାଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀ ହେବେ ।

ବିଶାଖା- ରାଜନୀତି କ୍ଷେତ୍ରରେ ନିଜର ପ୍ରତିଷ୍ଠା ଫଳରେ ଜନସାଧାରଣଙ୍କ ମନ କିଣି ପାରିବେ । କୋର୍ଟ, କଚେରୀରେ ବିଜୟୀ ହେବେ । ପୈତୃକ ସମ୍ପତିକୁ ଭାତୃ ବିବାଦ ଦୂରେଇ ଯିବ ।

ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :