• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22nd January 2023: ଆଜି ଏହି ରାଶିର ବ୍ୟକ୍ତିଙ୍କୁ ଶୁଭ ସମାଚାର ମିଳିବ

ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ ରବିବାର । ଚନ୍ଦ୍ର – ମକର ଅହୋରାତ୍ର,ତିଥି - ପ୍ରତିପଦ ରାତ୍ରି ୧୦.୨୭ ଗତେ ୨ୟା ଘାତ ଚନ୍ଦ୍ର – ସିଂହ ଅହୋରାତ୍ର,ଘାତ ବାର- ମେଷ ,ପୁଷ୍କର ଦୋଷ – ୨ ପାଦ କୃଷି ଓ ବଂଶହାନି – ଭୂମି ଓ ତିଳକାଞନ ଦାନ ୩ ପାଦ

Leo

ସିଂହ

Sunday 22 Jan 2023

ମଘା- ସ୍ୱାସ୍ଥ୍ୟ ଚିନ୍ତା ଆପଣ ସାମ୍ନା କରିବେ । ଆପଣଙ୍କର ସ୍ଥିତି ଆର୍ଥିକ ଦୃଷ୍ଟିରୁ ସ୍ଥିର ରହିବ । ଜୀବନ ସାଥୀଙ୍କ ସହିତ ଏକ ଦୃଢ଼ ସମ୍ପର୍କ ଗଢ଼ିବେ । କୌଣସି ନିଷ୍ପତ୍ତି ନେବାବେଳେ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ

ପୂ- ଫାଲ୍‌ଗୁନୀ- କୌଣସି ପ୍ରକାରର ନୂତନ ବ୍ୟବସାୟରେ ବିନିଯୋଗ ହେବାର ସମ୍ଭାବନା ଅଛି । ଚାକିରି ପରିବର୍ତ୍ତନ ପାଇଁ ଏକ ସୁଯୋଗ ମଧ୍ୟ ପାଇପାରନ୍ତି । ଧର୍ମ କାର୍ଯ୍ୟ ପ୍ରତି ମନ ବଳାଇ ଦୂର ଯାତ୍ରା କରି ପାରନ୍ତି ।

ଉ- ଫାଲ୍‌ଗୁନୀ- ଘରୋଇ ସଂସ୍ଥାରେ କାମ କରୁଥିବା ବ୍ୟକ୍ତି ମାନେ ସହ କର୍ମୀଙ୍କ ସାହାଯ୍ୟ ସହଯୋଗ ପାଇବେ । ଦୂର ସ୍ଥାନରେ ଜମି କିଣିବା ପାଇଁ ଆଗ୍ରହ ପ୍ରକାଶ କରିବେ ।

ପ୍ରତିକାର – ସୂର୍ଯ୍ୟ ଦେବତାଙ୍କର ପୂଜା କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :