• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22nd January 2023: ଆଜି ଏହି ରାଶିର ବ୍ୟକ୍ତିଙ୍କୁ ଶୁଭ ସମାଚାର ମିଳିବ

ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ ରବିବାର । ଚନ୍ଦ୍ର – ମକର ଅହୋରାତ୍ର,ତିଥି - ପ୍ରତିପଦ ରାତ୍ରି ୧୦.୨୭ ଗତେ ୨ୟା ଘାତ ଚନ୍ଦ୍ର – ସିଂହ ଅହୋରାତ୍ର,ଘାତ ବାର- ମେଷ ,ପୁଷ୍କର ଦୋଷ – ୨ ପାଦ କୃଷି ଓ ବଂଶହାନି – ଭୂମି ଓ ତିଳକାଞନ ଦାନ ୩ ପାଦ

Virgo

କନ୍ୟା

Sunday 22 Jan 2023

ଉ- ଫାଲ୍‌ଗୁନୀ- କୌଣସି ପ୍ରକାରର ରୋଗର ସମ୍ମୁଖୀନ ହେଉଥିଲେ , ସେଥିରୁ ଆପଣ ଆରାମ ପାଇବେ । ଆପଣ ଉଚ୍ଚ ଅଧିକାରୀଙ୍କଠାରୁ ପ୍ରଶଂସା ପାଇବେ । ଜୀବନ, ବୃତ୍ତିରେ ଅଧିକ ଧ୍ୟାନ ଦେବାକୁ ପଡିବ ।

ହସ୍ତା- ପରିବାରର ଗୁରୁଜନମାନେ ବିଶେଷ ଭାବରେ ଆପଣଙ୍କ ପିତା ଆପଣଙ୍କ ଆଚରଣରେ ଅତ୍ୟନ୍ତ ସନ୍ତୁଷ୍ଟ ହେବେ । ରାଜନୀତିରେ ପଦୋନ୍ନତି ବୃଦ୍ଧି ଆଶା କରୁଥିବା ବ୍ୟକ୍ତିମାନେ କିଛି ଭଲ ଖବର ପାଇପାରିବେ

ଚିତ୍ରା- ଛାତ୍ରଛାତ୍ରି ମାନଙ୍କର ଉଚ୍ଚ ଶିକ୍ଷା କରିବା ପାଇଁ ଆଗ୍ରହ ବଢିବ । ଋଣ ପରିଶୋଧ କରିବା ସହିତ ଋଣ ପ୍ରାପ୍ତିର ସୁଯୋଗ ମଧ୍ୟ ପାଇବେ । କ୍ରିଡା, କଳା, ସାହିତ୍ୟ, ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇବେ ।

ପ୍ରତିକାର - ଐ୍ୟଂ ସ୍ତୀଂ ଶ୍ରୀଂ ବୁଧାୟ ନମଃ ଜପ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :