• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22nd January 2023: ଆଜି ଏହି ରାଶିର ବ୍ୟକ୍ତିଙ୍କୁ ଶୁଭ ସମାଚାର ମିଳିବ

ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ ରବିବାର । ଚନ୍ଦ୍ର – ମକର ଅହୋରାତ୍ର,ତିଥି - ପ୍ରତିପଦ ରାତ୍ରି ୧୦.୨୭ ଗତେ ୨ୟା ଘାତ ଚନ୍ଦ୍ର – ସିଂହ ଅହୋରାତ୍ର,ଘାତ ବାର- ମେଷ ,ପୁଷ୍କର ଦୋଷ – ୨ ପାଦ କୃଷି ଓ ବଂଶହାନି – ଭୂମି ଓ ତିଳକାଞନ ଦାନ ୩ ପାଦ

Cancer

କର୍କଟ

Sunday 22 Jan 2023

ପୁନର୍ବସୁ- ଶାରୀର ପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିପାରେ । ପାରିବାରିକ ଜୀବନ ସ୍ନେହଭରା ରହିବ । ଆପଣଙ୍କର ସାଥୀ ଆପଣଙ୍କର ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବେ । କୌଣସି କାର୍ଯ୍ୟରେ ଅଧିକ ସମୟ ଦେବାକୁ ପଡ଼ିବ

ପୁଷ୍ୟା- ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଫଳ ପାଇବେ । ସକରାତ୍ମକ ଚିନ୍ତା ଆଗକୁ ବଢିବାରେ ସାହାଯ୍ୟ କରିବ । ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ

ଅଶ୍ଳେଷା- ଗୃହପକରଣ ଜମି କ୍ରୟ କରିବା ଲାଗି ଅଧିକ ବ୍ୟୟ କରିବାକୁ ପଡିପାରେ । ଧାର୍ମିକ କାର୍ଯ୍ୟରେ ମନ ଯୋଗ ଦେବେ । ମହିଳା ମାନଙ୍କର ଆତ୍ମବିଶ୍ୱାସ ବଢିବ ।

ପ୍ରତିକାର – ଚନ୍ଦ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :