• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 20th Dec 2022: ଆଜି ଏହି ରାଶିର ବ୍ୟକ୍ତି ଚାକିରି କ୍ଷେତ୍ରରେ ନୂଆ ସ୍ଥାନକୁ ସ୍ଥାନାନ୍ତରିତ ହୋଇପାରନ୍ତି

ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ମଙ୍ଗଳବାର । ଚନ୍ଦ୍ର – ତୁଳା ରାତ୍ରି ୦୨.୫୬ ଗତେ ବିଛା, ତିଥି- ୧୨ଶୀ ରାତ୍ରି ୧୨.୪୫ ଗତେ ୧୩ଶୀ ଘାତ ଚନ୍ଦ୍ର- ନାସ୍ତି । ଘାତ ବାର – ମକର ,ପୁଷ୍କର ଦୋଷ – ୨ପାଦ କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ଦିବା ୦୯.୫୩ ଗତେ ୩ ପାଦ

Capricorn

ମକର

Tuesday 20 Dec 2022

ଉ , ଷାଢା - ଆପଣଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ, ଉ୍‌ଦ୍ଧିଷ୍ଟ କାର୍ଯ୍ୟ ସିନ୍ଧି ହେବ । ଶତୃମାନେ ପ୍ରତିହତ ହେବେ ,ଆୟ କ୍ରମେ ବଢିବ । ତିର୍ଥଯାତ୍ରାରେ ଦେବ ଦର୍ଶନ କରିପାରନ୍ତି । ନୂତନ ଯୋଜନା ଆରମ୍ଭ କରିବା ସକାଶେ ମନ ବଳାଇବେ କଳା, ସାହିତ୍ୟ, ଗବେଷଣା କ୍ଷେତ୍ରରେ ଖୁସି ରହିବେ

ଶ୍ରବଣା – ସାମୟିକ ଭାବରେ ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ । କର୍ମକ୍ଷେତ୍ରରେ ଅହେତୁକ ବିଳମ୍ବ ଘଟିବ, ଶତୃମାନଙ୍କ ଉପଦ୍ରବ ବୃଦ୍ଧି ପାଇବ । ଅସ୍ଥିରତା କାରଣରୁ କୈଣସି କାର୍ଯ୍ୟକୁ ଠିକ ଭାବ ରେ କରିପାରିବେ ନାହିଁ । ମହିଳା ମାନେ ମାନସମ୍ମାନ ପାଇବେ

ଧନିଷ୍ଠା – ବିଦ୍ୟାର୍ଥୀ ମାନଙ୍କ ପାଇଁ ଶୁଭ ଦାୟକ ରହିବ । ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ଅଗ୍ରାଧିକାର ଦେଇ କାମ କରିଲେ ଅପେକ୍ଷାକୃତ ସଫଳତା ପାଇ ପାରନ୍ତି । ପାରିବାରିକ କ୍ଷେତ୍ରରେ ଆଶିଂକ ଉନ୍ନତି ଦେଖା ଦେଇପାରେ । ଆପଣଙ୍କ ପାଖକୁ ନୂଆ ଦାୟିତ୍ୱ ଆସିପାରେ

ପ୍ରତିକାର – ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :