• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 20th Dec 2022: ଆଜି ଏହି ରାଶିର ବ୍ୟକ୍ତି ଚାକିରି କ୍ଷେତ୍ରରେ ନୂଆ ସ୍ଥାନକୁ ସ୍ଥାନାନ୍ତରିତ ହୋଇପାରନ୍ତି

ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ମଙ୍ଗଳବାର । ଚନ୍ଦ୍ର – ତୁଳା ରାତ୍ରି ୦୨.୫୬ ଗତେ ବିଛା, ତିଥି- ୧୨ଶୀ ରାତ୍ରି ୧୨.୪୫ ଗତେ ୧୩ଶୀ ଘାତ ଚନ୍ଦ୍ର- ନାସ୍ତି । ଘାତ ବାର – ମକର ,ପୁଷ୍କର ଦୋଷ – ୨ପାଦ କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ଦିବା ୦୯.୫୩ ଗତେ ୩ ପାଦ

Gemini

ମିଥୁନ

Tuesday 20 Dec 2022

ମୃଗଶିରା - ଲାଭର ଅବସର ହାତଛଡା କରନ୍ତୁ ନାହିଁ । ଅବିବାହିତ କନ୍ୟାଙ୍କ ଲାଗି ଲାଭ ଦିନଟିଏ । ଖେଳାଳିମାନେ ନିଜର ହୃତେଗୈରବ ଫେରି ପାଇବେ ଆପଣ ଯେଉଁ ନିଷ୍ପତି ନେବେ ତାହା ଆପଣଙ୍କୁ ଭବିଷ୍ୟତରେ ଲାଭ ଦେବ । ସନ୍ଧ୍ୟାରେ ଜୀବସାଥି ସହ ସୁଖଦ ସମୟ କାଟିବେ ।

ଆଦ୍ରା - ଜରୁରୀ କାମରେ ବାପାଙ୍କର ସାହାର୍ଯ୍ୟ ପାଇବେ । ବିବାହ ପାଇଁ ଲାଗିରହିଥିବା ତାରିଖ ଧାର୍ଯ୍ୟ ହୋଇପାରେ । ଭାବୁଥିବା କାମକୁ ମନପ୍ରାଣ ଦେଇ ପୂରା କରିବେ । ଗାଡିମଟର ସାବଧନତା ସହ ଚଲାନ୍ତୁ । ଅସି୍ଥରତା କାରଣରୁ କାର୍ଯ୍ୟରେ ତୃଟି କରିପାରନ୍ତି ।

ପୁନର୍ବସୁ - ଘରକୁ ଅତିଥିଙ୍କର ଯିବା ଆସିବା ଲାଗି ରହିବ । ଦୁଃସାହସିକ କାର୍ଯ୍ୟ ସମ୍ପାଦନା କରିବେ । ଅଭିଭାବକ ଠାରୁ ଝିଅ ମାନେ ଉପହାର ପାଇ ପାରନ୍ତି । ଭାଗ୍ୟୋନ୍ନତି ଏବଂ ଧର୍ମ କର୍ମରେ ରୁଚି ବଢିବ ବ୍ୟବସାୟ ରେ ଖର୍ଚ୍ଚାନ୍ତ ହୋଇ କାର୍ଯ୍ୟ ହାସଲ କରିବେ ।

ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :