• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 20th Dec 2022: ଆଜି ଏହି ରାଶିର ବ୍ୟକ୍ତି ଚାକିରି କ୍ଷେତ୍ରରେ ନୂଆ ସ୍ଥାନକୁ ସ୍ଥାନାନ୍ତରିତ ହୋଇପାରନ୍ତି

ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ମଙ୍ଗଳବାର । ଚନ୍ଦ୍ର – ତୁଳା ରାତ୍ରି ୦୨.୫୬ ଗତେ ବିଛା, ତିଥି- ୧୨ଶୀ ରାତ୍ରି ୧୨.୪୫ ଗତେ ୧୩ଶୀ ଘାତ ଚନ୍ଦ୍ର- ନାସ୍ତି । ଘାତ ବାର – ମକର ,ପୁଷ୍କର ଦୋଷ – ୨ପାଦ କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ଦିବା ୦୯.୫୩ ଗତେ ୩ ପାଦ

Pisces

ମୀନ

Tuesday 20 Dec 2022

ପୂ , ଭାଦ୍ରପଦ - ଘରକୁ ସଜାଇବାରେ ସମୟ କଟାଇବେ । ବନ୍ଧୁଙ୍କ ସହିତ ମିଶି କିଛି ନୂତନ ଯୋନଜା ପାରନ୍ତି । ସାହାର୍ଯ୍ୟ ସହଯୋଗ ମାଧ୍ୟମ ରେ ଯଶ ସମ୍ମାନର ଅଧିକାରୀ ହେବେ । ନୂତନ ସ୍ଥାନ ପରିଭ୍ରମଣ କରି ପାରନ୍ତି । ଯାନ୍ତ୍ରିକ ଶିଳ୍ପରେ ଲାଭବାନ ହେତୁ ଖୁସି ରହିବେ

ଉ , ଭଦ୍ରପଦ - ନିର୍ମାଣଧିନ ଗୃହ ପୂର୍ଣ୍ଣାଙ୍ଗ ଆରମ୍ଭ ହେବ । ମାଲିମକଦ୍ଦମାର ସମାଧାନ ହେବାର ସମ୍ଭାବନା ସୃଷ୍ଟି ହୋଇପାରେ । କ୍ରୀଡା କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ । ପରୀକ୍ଷାରେ ସଫଳତାଦି ଅଭିଳାଷା ପୂର୍ଣ୍ଣତା ଲାଭ କରିବ । ମୂଲ୍ୟବାନ ଧାତୁ , ଅଳଙ୍କାର କ୍ରୟ କରି ଖୁସି ରହିବେ

ରେବତୀ –ସାମାଜିକ ଆଦୃତି ମାଧ୍ୟମରେ ସୁୁଖ ସମ୍ମାନ ପ୍ରଦାନ କରିବ । ମନରଞନ କାର୍ଯ୍ୟରେ ଅଶାନ୍ତି ଉପୁଜିବ । ଯାନବାହନ ଓ ଗୃହଭୂମି ଲାଭ ହୋଇପାରେ । କର୍ମ କରିବା ଶୈଳିରେ ପରିବର୍ତନ ଆଣିବେ । ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ସମର୍ଥ ହେବେ ।

ପ୍ରତିକାର – ଅଶ୍ୱସ୍ଥ ଗଛ ମୂଳରେ ଘିଅ ବତୀ ଜଳାନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :