• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 20th Dec 2022: ଆଜି ଏହି ରାଶିର ବ୍ୟକ୍ତି ଚାକିରି କ୍ଷେତ୍ରରେ ନୂଆ ସ୍ଥାନକୁ ସ୍ଥାନାନ୍ତରିତ ହୋଇପାରନ୍ତି

ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ମଙ୍ଗଳବାର । ଚନ୍ଦ୍ର – ତୁଳା ରାତ୍ରି ୦୨.୫୬ ଗତେ ବିଛା, ତିଥି- ୧୨ଶୀ ରାତ୍ରି ୧୨.୪୫ ଗତେ ୧୩ଶୀ ଘାତ ଚନ୍ଦ୍ର- ନାସ୍ତି । ଘାତ ବାର – ମକର ,ପୁଷ୍କର ଦୋଷ – ୨ପାଦ କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ଦିବା ୦୯.୫୩ ଗତେ ୩ ପାଦ

Cancer

କର୍କଟ

Tuesday 20 Dec 2022

ପୁନର୍ବସୁ - କଂପାନିରେ ଚାକିରି କରୁଥିବା ଲୋକଙ୍କ ଲାଗି ଦିନ ଭଲ ରହିବ । ପେସାଦାର ବ୍ୟବସାୟୀ ବିରୋଧୀ ମାନଙ୍କ ପ୍ରତି ସାବଧାନ ରୁହନ୍ତୁ । ଆପଣଙ୍କ ଉପରେ କାମରେ ବୋଝ ଅଧିକ ରହିବ । ଅନ୍ୟମାନଙ୍କ ସହିତ କଥା ହେବା ଠିକ୍ ଭାଷା ପ୍ରୟୋଗ କରନ୍ତୁ

ପୁଷ୍ୟା – ବନ୍ଧୁ ମାଧ୍ୟମରେ ଅଶାନ୍ତିର ସମାଧାନ ବାହାରିବ । ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ସହ ସାକ୍ଷାତ ହେବ । ସବୁ କାମ ନିର୍ଦ୍ଧାରିତ ସମୟ ରେ ସଂପୂର୍ଣ୍ଣ କରିବେ । ଜମିରେ ନିବେଶ ପାଇଁ ଭଲ ଦିନଟିଏ । ଚାକିରି କ୍ଷେତ୍ରରେ ନୂଆ ସ୍ଥାନକୁ ସ୍ଥାନାନ୍ତରିତ ହୋଇପାରେ

ଅଶ୍ଳେଷା - ବିବାହ କରିବା ଲାଗି ନିଷ୍ପତି ନେଇ ପାରନ୍ତି । ମନୋରଂଜନ କାର୍ଯ୍ୟରେ ଖର୍ଚ୍ଚ କରିବେ । ଠକାମିର ଶିକାର ହୋଇ ପାରନ୍ତି । ସାମାଜିକ କାର୍ଯ୍ୟରେ ନିଜକୁ ନିଯୋଜିତ କରିବେ । ଛାତ୍ରଛାତ୍ରୀ ପରିକ୍ଷାରେ ଭଲ କରିବେ । ଆପଣଙ୍କ ସମ୍ମୁଖକୁ ନୂଆ ଆହ୍ୱାନ ଆସିପାରେ

ପ୍ରତିକାର – ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :