• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 19th Oct 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମ କ୍ଷେତ୍ରରେ ସଫଳତା ପାଇବେ

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ବୁଧବାର ଚନ୍ଦ୍ର – କର୍କଟ ଅହୋରାତ୍ରି ତିଥି- ୯ମୀ ଦିବା ୦୨/୧୩ ଗତେ ୧୦ ମୀ ଘାତ ଚନ୍ଦ୍ର- ନାସ୍ତି ଘାତ ବାର – କର୍କଟ ରାଶିର ପୁଷ୍କର ଦୋଷ – ନାସ୍ତି

Leo

ସିଂହ

Wednesday 19 Oct 2022

ମଘା – ପାରିବାରିକ ଜୀବନରେ ଆବଦ୍ଧ ରହିବ । ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । ବ୍ୟବସାୟରେ ବହୁ ଚେଷ୍ଟା କରି ଲାଭ ପାଇବେ ।

ପୂ , ଫାଲଗୁନୀ - ପଢାରେ କ୍ଷତି ଘଟିବ । କର୍ମକ୍ଷେତ୍ରରେ କାମର ଭାର ବଢିବ । ରାଜନିତିରେ ଭଲ କାମ କରିବେ ।

ଉ ,ଫାଲଗୁନୀ – ଭୂ-ସମ୍ପତିକୁ ନେଇ କଳହ ଦେଖାଦେବ । ମହିଳା ମାନଙ୍କର ବନ୍ଧୁ ମିଳନ ଯୋଗ ରହିଛି ।

ପ୍ରତିକାର – ମହାମୃତ୍ୟୁଞୟ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :