• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 19th Oct 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମ କ୍ଷେତ୍ରରେ ସଫଳତା ପାଇବେ

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ବୁଧବାର ଚନ୍ଦ୍ର – କର୍କଟ ଅହୋରାତ୍ରି ତିଥି- ୯ମୀ ଦିବା ୦୨/୧୩ ଗତେ ୧୦ ମୀ ଘାତ ଚନ୍ଦ୍ର- ନାସ୍ତି ଘାତ ବାର – କର୍କଟ ରାଶିର ପୁଷ୍କର ଦୋଷ – ନାସ୍ତି

Cancer

କର୍କଟ

Wednesday 19 Oct 2022

ପୁନର୍ବସୁ – ଦେହ ପିଡା ହେତୁ ସବୁ କାର୍ଯ୍ୟ ଅଧା ରହିବ । ପତୀପତ୍ନୀଙ୍କ ଭିତରେ ମନମାଳିନ୍ୟ ଦେଖାଦେବ । ବ୍ୟବସାୟରେ ଉଥାନ-ପତନ ଲାଗି ରହିବ ।

ପୁଷ୍ୟା – ବିଦ୍ୟାର୍ଥୀଙ୍କ ମନ ନୈରାଶୀଯୋଗ ରହିବ । ଚାକିରିଆଙ୍କ ଦରମା ବୃଦ୍ଧି ହୋଇପାରେ । ରାଜନିତିରେ ସମ୍ମାନ ପାଇବେ ।

ଅଶ୍ଳେଷା - ଜମିରେ ଆଜି ନିବେଶ କରନ୍ତୁ ନାହିଁ । ମହିଳା ମାନଙ୍କର କାର୍ଯ୍ୟ ଭାର ଅଧିକ ରହିବ ।

ପ୍ରତିକାର – ସକାଳୁ ଉଠି ଗୁରୁଜନଙ୍କୁ ପ୍ରଣାମ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :