• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 19th Oct 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମ କ୍ଷେତ୍ରରେ ସଫଳତା ପାଇବେ

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ବୁଧବାର ଚନ୍ଦ୍ର – କର୍କଟ ଅହୋରାତ୍ରି ତିଥି- ୯ମୀ ଦିବା ୦୨/୧୩ ଗତେ ୧୦ ମୀ ଘାତ ଚନ୍ଦ୍ର- ନାସ୍ତି ଘାତ ବାର – କର୍କଟ ରାଶିର ପୁଷ୍କର ଦୋଷ – ନାସ୍ତି

Taurus

ବୃଷ

Wednesday 19 Oct 2022

କୃତିକା - ପେଟ ବ୍ୟଥାରୁ ମୁକ୍ତି ମିଳିବ । କର୍ମକ୍ଷେତ୍ରରେ ଅବହେଳା କରି ବିଫଳ ପାଇବେ । ନୂଆ ସଂପର୍କ ଯୋଡିବା ପାଇଁ ଚେଷ୍ଟା କରିବେ ।

ରୋହିଣୀ – ରାଜନୀତିରେ ନୂଆ କରି ଯୋଗ ଦେବେ । ବ୍ୟବସାୟରେ ଉନ୍ନତିର ମାର୍ଗ ଖୋଲିବ । ବିଦ୍ୟାର୍ଥୀ ମାନେ ଭଲ ନମ୍ବର ଆଣିବେ ।

ମୃଗଶିରା – ଜମି କାଗଜ ଦାୟିତ୍ୱରେ ରଖନ୍ତୁ । ମହିଳା ମାନେ ପରିବାରରେ ଆନନ୍ଦରେ ରହିବେ ।

ପ୍ରତିକାର – ମହାଲକ୍ଷ୍ମୀଙ୍କର ଆରଧନା କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :