• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 19th March 2023: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ନୂଆ ଘର କିଣିବାରେ ଦିନଟି ଶୁଭ ରହିବ

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ରବିବାର । ଚନ୍ଦ୍ର – ମକର ଦିବା ୧୧.୧୬ ଗତେ କୁମ୍ଭ,ତିଥି – ୧୨ଶୀ ଦିବା ୦୮.୦୭ ଗତେ ୧୩ଶୀ,ଘାତ ଚନ୍ଦ୍ର – ସିଂହ ଦିବା ୧୧.୧୬ ଗତେ ମିଥୁନ , ମୀନ,ଘାତ ବାର- ମେଷ । ପୁଷ୍କର ଦୋଷ – ୨ ପାଦ - କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ଦିବା ୦୮.୦୭ ଗତେ ୧ ପାଦ ।

Leo

ସିଂହ

Sunday 19 Mar 2023

ମଘା- ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇ ପାରେ । ନୂଆ ଘର ବା ଜମି କିଣିବାରେ ଦିନଟି ଶୁଭ ରହିବ । ପୁରୁଣା କରଜ ଆପଣଙ୍କୁ ଫେରସ୍ତ ମିଳିପାରେ । ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ । ଚାକିରୀରେ ଆପଣଙ୍କର ପ୍ରାଧାନ୍ୟ ବଢିବ

ପୂ- ଫାଲ୍‌ଗୁନୀ- ନିଜର ଶ୍ରମ ଅନୁଯାୟୀ ଅଧିକ ଫଳ ପାଇବେ । ଛାତ୍ର ଛାତ୍ରୀ ମାନେ ଗଠନ ମୂଳକ କାର‌୍ୟ୍ୟରୁ ପ୍ରଶଂସିତ ହୋଇ ପାରନ୍ତି । ନୂତନ କର୍ମ କରିବା ପାଇଁ ସୂବର୍ଣ୍ଣ ସୁଯୋଗ ପାଇବେ । ରାଜନୀତିରେ ଲୋକ ସଂପର୍କ ବୃଦ୍ଧି ପାଇବ

ଉ- ଫାଲ୍‌ଗୁନୀ- ଦିନଚର‌୍ୟ୍ୟା ବହୁତ ଆଡମ୍ବର ପୂର୍ଣ୍ଣ ରହିପାରେ । କର୍ମତତ୍ପରତା କାରଣରୁ ଆଗେଇ ଚାଲିବେ । ସାଂସାରିକ ଦ୍ରବ୍ୟାଦି ଲାଭ କରିବେ । ସାମାଜିକ ସହଯୋଗ ଲାଭ କରିବେ

ପ୍ରତିକାର – ଶ୍ରୀ ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :