• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 19th March 2023: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ନୂଆ ଘର କିଣିବାରେ ଦିନଟି ଶୁଭ ରହିବ

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ରବିବାର । ଚନ୍ଦ୍ର – ମକର ଦିବା ୧୧.୧୬ ଗତେ କୁମ୍ଭ,ତିଥି – ୧୨ଶୀ ଦିବା ୦୮.୦୭ ଗତେ ୧୩ଶୀ,ଘାତ ଚନ୍ଦ୍ର – ସିଂହ ଦିବା ୧୧.୧୬ ଗତେ ମିଥୁନ , ମୀନ,ଘାତ ବାର- ମେଷ । ପୁଷ୍କର ଦୋଷ – ୨ ପାଦ - କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ଦିବା ୦୮.୦୭ ଗତେ ୧ ପାଦ ।

Gemini

ମିଥୁନ

Sunday 19 Mar 2023

ମୃଗଶିରା- ଆପଣଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ, ଉ୍ଦ୍ଧିଷ୍ଟ କାର‌୍ୟ୍ୟ ସିନ୍ଧି ହେବ । ଶତୃମାନେ ପ୍ରତିହତ ହେବେ ,ଆୟ କ୍ରମେ ବଢିବ । ତିର୍ଥଯାତ୍ରାରେ ଦେବ ଦର୍ଶନ କରିପାରନ୍ତି । ନୂତନ ଯୋଜନା ଆରମ୍ଭ କରିବା ସକାଶେ ମନ ବଳାଇବେ

ଆଦ୍ରା- ସାମୟିକ ଭାବରେ ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ । କର୍ମକ୍ଷେତ୍ରରେ ଅହେତୁକ ବିଳମ୍ବ ଘଟିବ । ଅସ୍ଥିରତା କାରଣରୁ କୈଣସି କାର‌୍ୟ୍ୟକୁ ଠିକ ଭାବରେ କରିପାରିବେ ନାହିଁ । ମହିଳା ମାନେ ମାନସମ୍ମାନ ପାଇବେ

ପୁନର୍ବସୁ- ବିଦ୍ୟାର୍ଥୀ ମାନଙ୍କ ପାଇଁ ଶୁଭ ଦାୟକ ରହିବ । ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ଅଗ୍ରାଧିକାର ଦେଇ କାମ କରିଲେ ଅପେକ୍ଷାକୃତ ସଫଳତା ପାଇ ପାରନ୍ତି । ଆପଣଙ୍କ ପାଖକୁ ନୂଆ ଦାୟିତ୍ୱ ଆସିପାରେ

ପ୍ରତିକାର – ତ୍ରିପୁରା ସୁନ୍ଦରିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :