• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 18th September 2022: ଏହିସବୁ ରାଶିର ବ୍ୟକ୍ତି ଆଜି ସାବଧାନ ରୁହନ୍ତୁ...

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ରବିବାର। ତିଥି – ୮ମୀ ଦିବା ୦୪/୩୩ ଗତେ ୯ମୀ ଚନ୍ଦ୍ର – ମିଥୁନ ଅହୋରାତ୍ର ଘାତ ଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର ଘାତ ବାର – ମେଷ ରାଶିର ପୁଷ୍କର ଦୋଷ - ୧ପାଦ - କୃଷିହାନି-ଭୂମିଦାନ

Gemini

ମିଥୁନ

Sunday 18 Sep 2022

ମୃଗଶିରା  - କ୍ୟାରିୟରରେ ନୂଆ କିର୍ତ୍ତୀମାନ ସ୍ଥାପନ କରିବେ
ଆଦ୍ରା- ବ୍ୟବସାୟରେ ଦ୍ୱିଗୁଣ ଲାଭ ପାଇବେ 
ପୁନର୍ବସୁ -  ପରିବାର ସହ ଅଧିକ ସମୟ ବିତାଇବେ
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :