• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 18th September 2022: ଏହିସବୁ ରାଶିର ବ୍ୟକ୍ତି ଆଜି ସାବଧାନ ରୁହନ୍ତୁ...

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ରବିବାର। ତିଥି – ୮ମୀ ଦିବା ୦୪/୩୩ ଗତେ ୯ମୀ ଚନ୍ଦ୍ର – ମିଥୁନ ଅହୋରାତ୍ର ଘାତ ଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର ଘାତ ବାର – ମେଷ ରାଶିର ପୁଷ୍କର ଦୋଷ - ୧ପାଦ - କୃଷିହାନି-ଭୂମିଦାନ

Capricorn

ମକର

Sunday 18 Sep 2022

ଉ , ଷାଢା -  ଚାକିରିଆଙ୍କୁ ସହରକୁ ଯିବାକୁ ପଡ଼ିପାରେ
ଶ୍ରବଣା – ବ୍ୟାଙ୍କରୁ ଋଣ ପାଇବାର ପଥ ପରିଷ୍କାର ହୋଇଯିବ
ଧନିଷ୍ଠା – ପରିବାରରେ ଲୋକ ଖୁସିରେ ରହିବେ
ପ୍ରତିକାର – ଏକ ବୋତଲରେ କିଛି ମହୁ ରଖି ଖାଲି ସ୍ଥାନରେ ପୋତି ଦିଅନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :