• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 18th September 2022: ଏହିସବୁ ରାଶିର ବ୍ୟକ୍ତି ଆଜି ସାବଧାନ ରୁହନ୍ତୁ...

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ରବିବାର। ତିଥି – ୮ମୀ ଦିବା ୦୪/୩୩ ଗତେ ୯ମୀ ଚନ୍ଦ୍ର – ମିଥୁନ ଅହୋରାତ୍ର ଘାତ ଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର ଘାତ ବାର – ମେଷ ରାଶିର ପୁଷ୍କର ଦୋଷ - ୧ପାଦ - କୃଷିହାନି-ଭୂମିଦାନ

Virgo

କନ୍ୟା

Sunday 18 Sep 2022

ଉ , ଫାଲଗୁନୀ – ସକରାତ୍ମକ ଶକ୍ତିରେ ପୂର୍ଣ୍ଣ ରହିବେ
ହସ୍ତା – ଏଭଳି ଲୋକଙ୍କ ସହ ସାକ୍ଷାତ ହେବ ଯାହାଦ୍ୱାରା ଆପଣଙ୍କ ଜୀବନରେ ପରିବର୍ତ୍ତନ ଆସିବ
ଚିତ୍ରା – ଜରୁରୀକାମରେ ସଫଳତା ପାଇବେ
ପ୍ରତିକାର -   ତ୍ରିପୁରା ସୁନ୍ଦରୀଙ୍କର  ପୂଜା ପାଠ କରନ୍ତୁ 

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :