• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th Nov 2022 : ରାଜନୀତିରେ ସଂପୂର୍ଣ୍ଣ ବିଫଳ ହେବେ, ପ୍ରତିକାର ପାଇଁ କରିବେ କଣ

କୌଣସି ଖବର ପାଇ ମୁଣ୍ଡବ୍ୟଥା ହୋଇପାରେ ।

Capricorn

ମକର

Thursday 17 Nov 2022

ଉ , ଷାଢା - ଶାରୀରିକ ପିଡାରୁ ମୁକ୍ତି ପାଇବେ । ଦାମ୍ପତ୍ୟ ଜୀବନରେ ଅଶାନ୍ତି ସୃଷ୍ଟି ହେବ । କର୍ମ କ୍ଷେତ୍ରରେ ବୃଦ୍ଧି ଖଟାଇ ସବୁ କାର୍ଯ୍ୟ ହାସଲ କରିବେ ।

ଶ୍ରବଣା – ରାଜନୀତିକ ଚିନ୍ତା ବଢିବ । ବିଦ୍ୟାର୍ଥୀମାନେ ଶ୍ରମକାତର ହେବେ ଓ ପଛେଇ ରହିବେ । ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ଅଭିଳାଷ ପୂରଣ ହେବ।

ଧନିଷ୍ଠା– ବାଦ ବିବାଦ ସମାଧାନ ହୋଇଯିବ। ମହିଳାମାନେ ସୁସ୍ୱାଦ ଭୋଜନ କରିବେ।

ପ୍ରତିକାର – ସୂର୍ଯ୍ୟଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ।

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :