• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th Nov 2022 : ରାଜନୀତିରେ ସଂପୂର୍ଣ୍ଣ ବିଫଳ ହେବେ, ପ୍ରତିକାର ପାଇଁ କରିବେ କଣ

କୌଣସି ଖବର ପାଇ ମୁଣ୍ଡବ୍ୟଥା ହୋଇପାରେ ।

Scorpio

ବିଛା

Thursday 17 Nov 2022

ବିଶାଖା – ପେଟ ବ୍ୟଥା ଜନିତ ରୋଗ ଦେଖାଦେବ । ଘରେ ବନ୍ଧୁ ମିଳନ ଆମୋଦ ପ୍ରମୋଦର ସୁଅ ଛୁଟିବ । କର୍ମ କ୍ଷେତ୍ରରେ ଅସାବଧନତା ହେତୁ ଅପମାନିତ ହୋଇ ପାରନ୍ତି ।

ଅନୁରାଧା – ଧନ ପ୍ରାପ୍ତିର ଯୋଗ ଓ ବ୍ୟବସାୟରେ ଉନ୍ନତି ରହିବ । ରାଜନୀତି ଦୃଢ ହେବା ସହିତ ମୂଖ୍ୟ ଭୂମିକା ନିର୍ବାହ କରିବେ । ଛାତ୍ରଛାତ୍ରୀମାନେ ଉଚ୍ଚ ଆଶା ଧରି ଆଗେଇ ଚାଲିବେ ।

ଜ୍ୟେଷ୍ଠା – କୋର୍ଟ ମାମଲାରେ ଫସି ଯାଇପାରନ୍ତି । ମହିଳାମାନେ କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି।

ପ୍ରତିକାର – କୁକୁରକୁ କିଛି ଖାଇବା ଖାଇବାକୁ ଦିଅନ୍ତୁ।

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :