କୌଣସି ଖବର ପାଇ ମୁଣ୍ଡବ୍ୟଥା ହୋଇପାରେ ।
ଧନିଷ୍ଠା– ଦେହ,ମନ ଭଲ ରହିବ କିନ୍ତୁ ମାନସିକ ଅଶାନ୍ତି ଦେଖା ଦେଇପାରେ। ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସଂପର୍କ ବଢିବ। ଚଞ୍ଚଳ ମନ ଯୋଗୁ କୌଣସି କର୍ମ ଠିକ୍ ଭାବରେ କରିପାରିବେ ନାହିଁ। ବୈବାହିକ ବନ୍ଧନରେ ଆବଦ୍ଧ ହୋଇପାରନ୍ତି।
ଶତଭିଷା– ରାଜନୈତିକ ଶତୃତା ବଢି। ବ୍ୟବସାୟରେ ସର୍ତକତା ଅବଲମ୍ବନ କରିଲେ ଲାଭବାନ୍ ହେବେ । ଛାତ୍ରଛାତ୍ରୀମାନେ ପଢାରେ ଆଗେଇ ରହିବେ।
ପୂ, ଭାଦ୍ରପଦ– ଜମିବାଡି ସଂପର୍କୀୟ ବିବାଦରୁ ମୁକ୍ତି ପାଇବେ । ମହିଳାମାନେ ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ ।
ପ୍ରତିକାର – କଳା ରାଶିକୁ ପିମ୍ପୁଡିକୁ ଖାଇବାକୁ ଦିଅନ୍ତୁ।
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮