• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th Nov 2022 : ରାଜନୀତିରେ ସଂପୂର୍ଣ୍ଣ ବିଫଳ ହେବେ, ପ୍ରତିକାର ପାଇଁ କରିବେ କଣ

କୌଣସି ଖବର ପାଇ ମୁଣ୍ଡବ୍ୟଥା ହୋଇପାରେ ।

Gemini

ମିଥୁନ

Thursday 17 Nov 2022

ମୃଗଶିରା - ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି। ଭାଇବନ୍ଧୁଙ୍କ ସହ ବିରୋଧୀ ଦେଖାଦେଇପାରେ। ବିବାହ ଆଦି ଶୁଭ କର୍ମରେ ଯୋଗ ଦେଇପାରନ୍ତି।

ଆଦ୍ରା- ବ୍ୟବସାୟରେ ଲାଭ, କ୍ଷତି ସମାନ ପରିମାଣରେ ରହିବ। ରାଜନୀତି କ୍ଷେତ୍ରରେ ବହୁତ ଉପରକୁ ଯାଇପାରନ୍ତି । ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ଫଳ ପ୍ରଦର୍ଶନ କରିବେ।

ପୁନର୍ବସୁ- ଜମିକୁ ନେଇ ଭାଇ ବିରୋଧୀ ହୋଇପାରନ୍ତି। ମହିଳାମାନଙ୍କର କିଛି ମାତ୍ରାରେ ସ୍ୱାସ୍ଥ୍ୟରେ ଅବନତି ହେବ।

ପ୍ରତିକାର – ତ୍ରିପୁରା ସିନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ।

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :